Ravana Dahan Video: ବିହାରର ପାଟନାରେ ପ୍ରବଳ ବର୍ଷା ଦଶହରା ଉତ୍ସବର ମଜାକୁ ନଷ୍ଟ କରିଦେଇଛି। ଏଠାରେ ବର୍ଷା ଯୋଗୁଁ ରାବଣର ପ୍ରତିମା ପୋଡ଼ିବା ପୂର୍ବରୁ ଓଦା ହୋଇ ଯାଇଥିଲା। ଏହି କାରଣରୁ ପ୍ରତିମାର ମୁଣ୍ଡ ଭାଙ୍ଗି ତଳେ ଝୁଲି ପଡ଼ିଥିଲା। ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ବର୍ଷାରେ ଭିଜି ରାବଣର ପ୍ରତିମାର ମୁଣ୍ଡ ତଳେ ଝୁଲି ରହିଥିବା ଦେଖିବାକୁ ମିଳିଛି। ଏଠାରେ ଦେଖନ୍ତୁ ପୂରା ଭିଡିଓ-