Elina Samantray Video: ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ। ରିୟଲିଟି ଶୋ ଓ ପରେ ଅନେକ ଫିଲ୍ମ କରି ଓଡି଼ଆ ଦର୍ଶକଙ୍କ ହୃଦରେ ଏକ ନିଆରା ସ୍ଥାନ ସୃଷ୍ଟି କରରିଛନ୍ତି ଏଲିନା। ସ୍ୱାମୀ ଅନୁରାଗଙ୍କ ସହ ଏକ ସୁନ୍ଦର ଭିଡିଓ ସେ ସେୟାର କରିଛନ୍ତି। ଦେଖନ୍ତୁ ଏହି ଭିଡିଓ...