Subhankar Mishra: ସିଂହଦ୍ଵାର ଥାନାରେ ଇନଫ୍ଲୁଏନସର ତଥା ବ୍ଲଗର ଶୁଭାଙ୍କର ମିଶ୍ରାଙ୍କ ବିରୁଦ୍ଧରେ ଏତଲା

Subhankar Mishra: ପୁରୀ ସିଂହଦ୍ଵାର ଥାନାରେ ଭାରତର ଜଣାଶୁଣା ସୋସିଆଲ ମିଡ଼ିଆ ଇନଫ୍ଲୁଏନସର ତଥା ବ୍ଲଗର ଶୁଭଙ୍କର ମିଶ୍ରାଙ୍କ ବିରୁଦ୍ଧରେ ଏତଲା। ଜଗନ୍ନାଥ ସଂସ୍କୃତିକୁ ବିକୃତ କରି ଭୁଲ୍ ତଥ୍ୟ ଦେଇ ନିଜ ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରିଥିବାରୁ ଶୁଭଙ୍କର ମିଶ୍ରାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ସିଂହଦ୍ଵାର ଥାନାରେ ଏତଲା ଦେଲେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ। ଗତ କିଛି ଦିନ ତଳେ ୟୁଟ୍ୟୁବର ଶୁଭଙ୍କର ମିଶ୍ରା ଜଗନ୍ନାଥ ମନ୍ଦିର ସମ୍ପର୍କରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁ ଭିଡିଓରେ ସେ ଦର୍ଶାଇଥିଲେ ପ୍ରେମୀ ଯୁଗଳ ମାନେ ଶ୍ରୀମନ୍ଦିରକୁ ଗଲେ ସେମାନଙ୍କ ମଧ୍ୟରେ ସମ୍ପର୍କ ଛିନ୍ନ ହୋଇଯିବ। ଶ୍ରୀରାଧାରାଣୀ ଜଗନ୍ନାଥ ମନ୍ଦିରକୁ ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ
See more

Recommended Videos