Ind vs Pak Match Video: ମ୍ୟାଚ୍ ସମୟରେ ଏପରି ଭାଷା କହିଥିଲେ ପାକିସ୍ତାନ ଖେଳାଳୀ, ଚକିତ କରିଦେବ ଇର୍ଫାନ୍ ପଠାନଙ୍କ ଏହି ଭିଡିଓ...

Ind vs Pak: ରବିବାର ଦିନ ହୋଇଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ସୁପର ଫୋର୍ ମ୍ୟାଚ୍‌ରେ ବହୁତ କିଛି ଘଟଣା ଘଟିଛି। ଯଦିଓ ପାକିସ୍ତାନ ଭାରତ ଠାରୁ ହାରିଛି, କିନ୍ତୁ ପଡ଼ିଆରେ ପାକିସ୍ତାନ କ୍ରିକେଟରଙ୍କ ଲଜ୍ଜାଜନକ ଆଚରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍ ଇର୍ଫାନ୍ ପଠାନ୍...

Recommended Videos