Esplanade Garba: ଭୁବନେଶ୍ୱର ଏସପ୍ଲାନେଡରେ ଏମିତି ଖେଳାଯାଇଥିଲା ଗରବା...ଭାଇରାଲ ହେଲା ଭିଡିଓ

Esplanade Garba: ଗତକିଛିଦିନ ତଳେ ଚଳିତ ବର୍ଷ ନବରାତ୍ର ଅବସରରେ ଏସପ୍ଲାନେଡରେ ହୋଇଥିଲା ଗରବା ନାଇଟ୍ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ । ନାଚଗୀଚରେ ଜମିଥିଲା ପୂରା ସହର । ହେଲେ କିଛିଦିନ ଧରି ଲଘୁଚାପ ଜନିତ ବର୍ଷା କାରଣରୁ ଏଠାରେ ନାଚିବାରେ ଅସୁବିଧା ହୋଇଥିଲେ ମଧ୍ୟ ଯୁବପୀଢୀ ହାତଛଡା କରିନଥିଲେ। ନାଚିଗାଇ ମସଗୁଲ ପରେ ହୋଇଥିଲା କିଛି ଏମିତି ଅବସ୍ଥା ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ସେହି ଭିଡିଓ...

Recommended Videos