Budhabalanga River: ଗର୍ଜୁଛି ବୁଢାବଳଙ୍ଗ, ପଥର ପ୍ୟାଚିଂ ନକଲେ ମାନଚିତ୍ରରୁ ହଜିଯିବ ୨ଟି ଗାଁ

Budhabalanga River: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନ ଶାମାଖୁଣ୍ଡା ବ୍ଲକ୍‌ର ଚଣାବାଡ଼ିଆ ଓ ଅକ୍ଷରଶିଳା ଗ୍ରାମ ପାଇଁ ବିପଦ ସାଜିଛି ବୁଢ଼ାବଳଙ୍ଗ। ଦିନକୁ ଦିନ ନଦୀପଠା ଧସୁଥିବାରୁ ବର୍ଷ କେଇଟାରେ ଏହି ୨ ଗାଁ ମାନଚିତ୍ରରୁ ହଜିଯିବ ଓ ନଦୀଗର୍ଭରେ ଲୀନ ହୋଇଯିବ ବୋଲି ଆଶଙ୍କା କରୁଛନ୍ତି ଗ୍ରାମବାସୀ। ଏହି ଦୁଇ ଗ୍ରାମର ଜନସଂଖ୍ୟା ୫ ଶହରୁ ଅଧିକ ହୋଇଥିବା ବେଳେ ସେମାନେ ମୁଖ୍ୟତଃ ଚାଷବାସ ଉପରେ ନିର୍ଭରଶୀଳ। ୨୦୧୩ ପାଖରୁ ସେମାନଙ୍କ ଭାତହାଣ୍ଡି ଉଜାଡ଼ିବାରେ ଲାଗିଛି ନଦୀ।ପ୍ରଳୟଙ୍କକାରୀ ବାତ୍ୟା ପରେ ବୁଢ଼ାବଳଙ୍ଗ ନଦୀର ଗତିପଥ ବଦଳିବା ସହ ଗାଁ ପାଖ ଚାଷଜମି ଗିଳି ଚାଲିଛି। ଏଥିମଧ୍ୟରେ ପ୍ରାୟ ୧୫ ଏକରରୁ ଅଧିକ ଚାଷଜମି ନଦୀଗର୍ଭରେ ଲୀନ ହୋଇଗଲାଣି। ଏବେ
See more

Recommended Videos