Viral Video: ଏକ ବାଘକୁ କିପରି ଯନ୍ତା ମାଧ୍ୟମରେ ଧରାଯାଏ ତାହାର ସମ୍ପୂର୍ଣ୍ଣ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏକ ସ୍ଥାନରେ ବାଘ ଥିବାର ସନ୍ଧେହ କରାଯାଇ ଯନ୍ତା ମଧ୍ୟରେ ବାଘର ଶିକାର ରଖାଯାଇଥିଲା । ବାଘଟି ଯେତେବେଳେ ଯନ୍ତା ପାଖକୁ ଆସିଲା ସେତେବେଳେ ଶିକାର ଦେଖି ଆଗକୁ ବଢିଲା । ଠିକ୍ ସେତିକିବେଳେ ଯନ୍ତାର ଦ୍ୱାର ବନ୍ଦ ହୋଇଗଲା ।