Video: ଗ୍ୟାସ ପାଇପରେ ହଠାତ୍ ନିଆଁ ଲାଗିଲେ କରିବେ କଣ? ଦେଖନ୍ତୁ ଭିଡିଓ

Viral Video: ପ୍ରାୟ ଅଧିକାଂଶ ଲୋକ ରୋଷେଇ କରିବା ପାଇଁ ରନ୍ଧନ ଗ୍ୟାସ୍ ବ୍ୟବହାର କରନ୍ତି । ଅନେକ ସମୟରେ ଗ୍ୟାସ୍ କାରଣରୁ ଦୁର୍ଘଟଣା ଖବର ମଧ୍ୟ ସାମ୍ନାକୁ ଆସିଥାଏ । ଗ୍ୟାସ୍ ବ୍ୟବହାର କରୁଥିଲେ ସେଫ୍ଟି ପାଇଁ କିଛି ସାଧାରଣ କଥା ଜାଣିରଖିବା ଆବଶ୍ୟକ । ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ଜଣାଇଛନ୍ତି ଯେ, ଯଦି କୌଣସି କାରଣରୁ ଗ୍ୟାସ୍ ପାଇପ୍ ରେ ନିଆଁ ଲାଗେ ତେବେ ଆପଣ କଣ କରିବେ । ଦେଖନ୍ତୁ ଏହି ଭିଡିଓ ।

Recommended Videos