Video: ଇନଷ୍ଟା ଗର୍ଲ ତେଜୁ ଶାଢୀ ପିନ୍ଧି ଏମିତି ରିଲ୍ କଲେ, ଭାଇରାଲ୍

Viral Video: ସୋସିଆଲ ମିଡିଆରେ ଇନଷ୍ଟା ଗର୍ଲ ତେଜୁଙ୍କ ଆଉ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତେଜୁ ଶାଢୀ ପିନ୍ଧି ଏକ ଓଡ଼ିଆ ଗୀତରେ ରିଲ୍ କରିଛନ୍ତି । ଦେଖନ୍ତୁ ଭାଇରାଲ୍ ହୋଇଥିବା ଏହି ଭିଡିଓଟି

Recommended Videos