Priyanka sanam Viral Video: ଇନଷ୍ଟାଗ୍ରାମ ତଥା ସୋସିଆଲ ମିଡିଆର ଅନ୍ୟାନ୍ୟ ପ୍ଲାାଟଫର୍ମରେ ଭାଇରାଲ୍ ହୋଇସାରିଛନ୍ତି ପ୍ରିୟଙ୍କା ସନମ । ନିଜର ନିଆରା ରିଲ୍ କୁ ନେଇ ସର୍ବଦା ପ୍ରିୟଙ୍କା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ପ୍ରିୟଙ୍କାଙ୍କର ଏହି ରିଲ୍ ଟି ଖୁବ୍ ଭାଇରାଲ୍ ହୋଇଛି । ଭିଡିଓର କମେଣ୍ଟ ବକ୍ସରେ ପ୍ରଶଂସକମାନେ ବିଭିନ୍ନ ପ୍ରକାରର ମତାମତ ଦେଇଛନ୍ତି ।