Priyanka sanam viral video: ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିବା ପ୍ରିୟଙ୍କା ସନମ ପୂର୍ବପରି ଏବେ ମଧ୍ୟ ରିଲ୍ କରିବା ଜାରି ରଖିଛନ୍ତି । ନୂଆ ନୂଆ ଲୁକ୍ ସହ ନୂଆ ଗୀତରେ ରିଲ୍ କରୁଥିବା ଦେଖିବାକୁ ମିଳୁଛି । ନିକଟରେ ପ୍ରିୟଙ୍କା ଏକ ଭିନ୍ନ ଗେଟଅପ୍ ରେ ନଜର ଆସିଥିଲେ । ଦେଖନ୍ତୁ ଏହି ଭିଡିଓ...