Video: ସରିଲା ଜାଗ୍ରତି-ଅନୁଭବଙ୍କ ବାହାଘର, ଦେଖନ୍ତୁ ଭିଡିଓ

Ollywood News: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଜାଗ୍ରତି ଶୁକ୍ଳାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ରାଜ୍ୟ ବାହାରେ ମହା ଆଡମ୍ୱରରେ ବିବାହ ଉତ୍ସବ ହୋଇଥିବା ସମୟରେ ଫଟୋ ସହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ବର ବେଶରେ ଅନୁଭବ ଏବଂ କନ୍ୟା ବେଶରେ ଜାଗ୍ରତି ଖୁବ ସୁନ୍ଦର ଲାଗୁଛନ୍ତି । ଅଳ୍ପ ଅତିଥି ଏବଂ ସମ୍ପର୍କୀୟଙ୍କ ଯୋଗଦାନରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ।

Recommended Videos