Anubhav jagrati wedding: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଆଜି ଜାଗ୍ରତିଙ୍କ ମଥାରେ ସିନ୍ଦୁର ଏବଂ ବେକରେ ମଙ୍ଗଳସୁତ୍ର ପିନ୍ଧାଇ ତାଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କରିଛନ୍ତି । ଏହି ବିବାହ ଉତ୍ସବ ରାଜ୍ୟ ବାହାରେ ଆୟୋଜିତ ହୋଇଥିବା ସମୟରେ ଉଭୟ ପରିବାର ସଦସ୍ୟ ଏବଂ ହାତଗଣତି କିଛି ଅତିଥି ଉପସ୍ଥିତ ଥିଲେ । ବର୍ତ୍ତମାନ ବିବାହ ସମୟର ଭିଡିଓ ସାମ୍ନାକୁ ଆସିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.