Viral Video: ଯାତ୍ରା ଦୁନିଆର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀଙ୍କ ସହ ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ତୁଳସୀ ଗଣନାଟ୍ୟରେ ପୀୟୂଷଙ୍କ ସହ ସୋନାଲି ଅଭିନୟ କରିସାରିଛନ୍ତି । ପୀୟୂଷ ଏବଂ ସୋନାଲିଙ୍କ ଅଭିନୟକୁ ଦର୍ଶକେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ପୀୟୂଷ ତୁଳସୀ ଛାଡି ସୂର୍ଯ୍ୟମନ୍ଦିରରେ ଯୋଗ ଦେବା ପରେ ସୋନାଲିଙ୍କ ସହ ଅଶ୍ୱିନ୍ ବ୍ରହ୍ମାଙ୍କୁ ଦର୍ଶକେ ତୁଳସୀ ମଞ୍ଚରେ ଦେଖିବାକୁ ପାଉଛନ୍ତି ।