Rudra Mishra Viral Video: ନିକଟରେ ୫୦ ବର୍ଷ ବୟସରେ ବିବାହ କରି ବିବାଦରେ ଛନ୍ଦି ହୋଇପଡିଥିବା ରୁଦ୍ର ମିଶ୍ରଙ୍କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ନିଜ ବୟସ ଠାରୁ ଢେର ସାନ ସ୍ମରଣିକାଙ୍କୁ ବିବାହ କରି ଏବେ ସେ ବିବାଦରେ ଛନ୍ଦି ହୋଇଛନ୍ତି। ତେବେ ଯାତ୍ରା ଜଗତରେ ନିଜର ଅଭିନୟ ବଳରେ ବେଶ ପ୍ରଶଂସା ମଧ୍ୟ ସାଉଣ୍ଟିଛନ୍ତି। ବିବାହ ପରେ ଏବେ ନବଦମ୍ପତିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।