Viral Video: ଯାତ୍ରା ଅଭିନେତ୍ରୀ କାବେରୀ ପାଢୀ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ରହୁଛନ୍ତି ସୋସିଆଲ ମିଡିଆରେ ରିଲ୍ କୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହୁଛନ୍ତି । କାବେରୀ ପ୍ରାୟତଃ ନୂଆ ନୂଆ ରିଲ୍ ସେୟାର କରିଥାନ୍ତି ନିଜ ପ୍ରଶଂସକଙ୍କ ପାଇଁ । ନିକଟରେ କାବେରୀ ନିଜ ସ୍ୱାମୀଙ୍କ ସହ ଏହି ରିଲ୍ ଟି ସେୟାର କରିଥିଲେ ଯାହା ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଛି ।