Video: ନଦୀ ବ୍ରିଜ୍ ନିକଟରେ ଯାତ୍ରା ଅଭିନେତ୍ରୀ କାବେରୀଙ୍କ ଇଏ କି ହରକତ, ଦେଖନ୍ତୁ ଭିଡିଓ

Viral Video: ଯାତ୍ରା ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ କାବେରୀ ପାଢୀ ଚଳିତ ଯାତ୍ରା ଋତୁରେ ଶିବାନୀ ଗଣନାଟ୍ୟରେ ଅଭିନୟ କରୁଛନ୍ତି । ତେବେ ଯାତ୍ରାଠାରୁ ଅଧିକ ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି କାବେରୀ । ଅନେକ ସମୟରେ କାବେରୀ ନୂଆ ନୂଆ ରିଲ୍ସ ପୋଷ୍ଟ କରୁଥିବା ଦେଖିବାକୁ ମିଳେ । ନିକଟରେ କାବେରୀ ପୋଷ୍ଟ କରିଥିବା ଏହି ରିଲ୍ସଟି ଖୁବ ଭାଇରାଲ୍ ହେବାରେ ଲାଗିଛି ।

Recommended Videos