Viral Video: ଜଙ୍ଗଲିଆ ରାସ୍ତାରୁ ଯାତ୍ରା ଅଭିନେତ୍ରୀ କାବେରୀଙ୍କ ଭିଡିଓ ଭାଇରାଲ୍, ଦେଖନ୍ତୁ

Viral Video:  ଯାତ୍ରା ଜଗତର ଜଣାଶୁଣା ନାଁ କାବେରୀ ପଣ୍ତା। ଏକାଧିକ ନାଟକରେ ତାଙ୍କୁ  ଦେଖିବାକୁ ମିଳେ। ଗୌରଦାସଙ୍କ ସହ ତାଙ୍କର କେମେଷ୍ଟ୍ରିକୁ ଲୋକେ ପସନ୍ଦ କରନ୍ତି। ତେବେ,ଏ-ହାରି ଭିତରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି।  ତାହା ପୁଣି ଜଙ୍ଗଲିଆ ରାସ୍ତାରୁ...

 

Recommended Videos