Published: Sep 28, 2025, 08:52 PM IST|Updated: Sep 28, 2025, 08:52 PM IST
Rani Panda Video: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ କିଏ ବା ନଜାଣେ । ଯାତ୍ରାରେ ଅଭିନୟ ହେଉ ବା ସମାଜ ସେବା ସବୁଥିରେ ନିଜକୁ ସାମିଲ କରିଥାନ୍ତି ଏହି ଅଭିନେତ୍ରୀ । ଯାତ୍ରା ମଞ୍ଚରେ ନିଜର ନିଖୁଣ ଅଭିନୟ କୁ ନେଇ ବେଶ୍ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ଏବେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜେ ଏକ ବ୍ରାଇଡାଲ ଲୁକ୍ ନେଇଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି ଆଉ ପଚାରିଛନ୍ତି ସତରେ କଣ ରାଣୀ ପଣ୍ଡା ବିବାହ କରୁଛନ୍ତି....