Sonali Panda Viral Video: ପାରିବାରିକ ବିବାଦକୁ ନେଇ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ତୁଳସୀ ଗଣନାଟ୍ୟର ଅଭିନେତ୍ରୀ ସୋନାଲି ପଣ୍ଡା ନିଜ ଅଭିନୟ ପାଇଁ ବେଶ୍ ଜଣାଶୁଣା। ବର୍ତ୍ତମାନ ତାଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆର ଭାଇରାଲ୍ ହେଉଛି। ଯେଉଁଥିରେ ସେ ନିଜ ଜନ୍ମଦିନ ଏକ ଯୁବକଙ୍କ ସହ ମନାଉଥିବାର ନଜର ଆସୁଛନ୍ତି। ଦେଖନ୍ତୁ ଏହି ଭିଡିଓ-