Sonali Panda: କାର୍ ଭିତରୁ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଏହି ଭିଡିଓ

Sonali Panda: ଯାତ୍ରା ଜଗତର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ସୋନାଲି ପଣ୍ଡା। ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିଲେ ମଧ୍ୟ ନିଜ ଅଭିନୟକୁ ନେଇ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ବ୍ୟକ୍ତିଗତ କଥା ହେଉ ବା ବୃତ୍ତିଗତ କଥା ସର୍ବଦା ନିଜ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଅଭିନେତ୍ରୀ । ତେବେ ସେୟାର କରିଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ଅଭିନେତ୍ରୀ କାର୍ ଭିତରେ ଏକ ସୁନ୍ଦର ଗୀତରେ ରିଲ୍ସ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Recommended Videos