Viral Video: ଓଡ଼ିଆ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ତା। ଗତକିଛି ଦିନ ତଳେ ତୁଳସୀ ଗଣନାଟ୍ୟର ମାଲିକ ନାଣ୍ତୁ ବାବୁଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ନାଣ୍ତୁବାବୁଙ୍କ ପାଇଁ ସେ ନିଜ ସ୍ବାମୀ ଓ ପୁଅକୁ ଛାଡିଥିବା ଅଭିଯୋଗ ହୋଇଥିଲା। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ କାର ଭିତରୁ ଭାଇରାଲ୍ ହୋଇଛି। ଦେଖନ୍ତୁ...