Viral Video: ସମୁଦ୍ର କୂଳରୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ

Viral Video: ଓଡ଼ିଆ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ତା। ନିକଟରେ ତୁଳସୀ ଗଣନାଟ୍ୟର ମାଲିକ ନାଣ୍ତୁ ବାବୁଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। ସୋନାଲି ନିଜ ସ୍ବାମୀ ଓ ପୁଅଙ୍କୁ ଛାଡି ଏକା ରହୁଛନ୍ତି। ତେବେ, ଏହାରି ଭିତରେ ସମୁଦ୍ର କୂଳରୁ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଦେଖନ୍ତୁ.....

Recommended Videos