Video: ଧଉଳି ଗଣନାଟ୍ୟ ଆଖଡାଶାଳରେ ଚାଲିଛି ଏମିତି କିଛି, ଭିଡିଓ ଭାଇରାଲ୍

Viral Video: ନୂଆ ଯାତ୍ରା ଋତୁ ଆରମ୍ଭ ହୋଇସାରିଛି । କିଛିଦିନ ଧରି ଆଖଡାଶାଳରେ କଳାକାରଙ୍କ ଜୋରଦାର ଅଭ୍ୟାସ ଦେଖିବାକୁ ମିଳିଥିଲା । ସେମଧ୍ୟରେ ଏହି ଭିଡିଓଟି ସାମ୍ନାକୁ ଆସିଛି ।

Recommended Videos