Viral Video: ଶେଷ ହୋଇଛି ୨୦୨୪ -୨୫ ଯାତ୍ରା ଋତୁ । ନୂଆ ଯାତ୍ରା ପାଇଁ ସଜବାଜ ମଧ୍ୟ ଆରମ୍ଭ ହୋଇଛି । ତେବେ ପ୍ରାୟ ସମସ୍ତ ଯାତ୍ରାପାର୍ଟି ଚଳିତ ବର୍ଷ ଶେଷ ନାଟକ ପରିବେଷଣ କରିସାରିଥିବାବେଳେ ଯାତ୍ରା ରଙ୍ଗମହଲ ମଞ୍ଚରୁ ଏହି ଭିଡିଓ ଭାଇରାଲ୍ ହୋଇଛି । ଶେଷ ରାତିରେ ସମସ୍ତ କଳାକାର ଏକାଠି ହୋଇ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ ।