Video: ରାସ୍ତା କଡରେ ଯାତ୍ରା ଅଭିନେତା ବାପି ପଣ୍ଡାଙ୍କ ଏମିତି ହରକତ, ଭିଡିଓ ଭାଇରାଲ୍

Viral Video: ନିଜ ଅଭିନୟ ମାଧ୍ୟମରେ ଯାତ୍ରା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଅଭିନେତା ବାପି ପଣ୍ଡା । ଅନେକ ନାଟକରେ ସେ କେତେବେଳେ ଦର୍ଶକଙ୍କୁ ହସେଇଛନ୍ତି ତ ପୁଣି କେତେବେଳେ କନ୍ଦେଇଛନ୍ତି । କେବଳ ଯାତ୍ରା ମଞ୍ଚ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ବାପି ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି । ନିକଟରେ ସେ ଏହି ରିଲ୍ ଟି ସୋସିଆଲ୍ ମିଡିଆରେ ସେୟାର କରିଥିଲେ ଯାହା ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି

Recommended Videos