Viral Video: ଯାତ୍ରା ଅଭିନେତ୍ରୀ କାବେରୀ ପାଢୀ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତି ନିଜ ସୋସିଆଲ ମିଡିଆ ରିଲ୍ କୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରୁହନ୍ତି । କାବେରୀଙ୍କ ସୋସିଆଲ୍ ମିଡିଆରେ ଫଲୋଅର୍ସଙ୍କ ସଂଖ୍ୟା କିଛି କମ୍ ନୁହେଁ । ନିଜ ବ୍ୟସ୍ତବହୁଳ ଜୀବନରେ ସମୟ ବାହାର କରି କାବେରୀ ଏହି ରିଲ୍ ସୁଟ୍ କରିଛନ୍ତି ।