Published: Nov 24, 2025, 09:13 PM IST|Updated: Nov 24, 2025, 09:13 PM IST
Rani Panda: ସମୁଦ୍ରକୂଳରୁ ଭାଇରାଲ ହେଲା ରାଣୀ ପଣ୍ଡାଙ୍କ ଭିଡିଓ...ଫ୍ୟାନ୍ସ କହିଲେ ଚାଲିଛି କି ପ୍ରି ୱେଡିଂ । କିଛିଦିନ ହେବ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଭିଡିଓ। ଗତକାଲି ଏକ ରେଟ୍ରୋ ଲୁକରେ ଭାଇରାଲ ହେବା ପରେ ଏବେ ପୁଣି ଏକ ୟେଲୋ କଲର ଶାଢୀ ରେ ଖୁବ ଭାଇରାଲ ହେବାରେ ଲାଗିଛି ରାଣୀ ପଣ୍ଡାଙ୍କ ଭିଡିଓ...ଦେଖନ୍ତୁ ସେହି ଭିଡିଓ...