Viral Video: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି କମେଡିଆନ୍ କାଳିଆ ଷଣ୍ତଙ୍କ ସ୍ତ୍ରୀ ଓ ମାଆଙ୍କର ଏହି ଭିଡିଓ, ଦେଖନ୍ତୁ

Narmada Behera Fri, 27 Sep 2024-12:45 pm,

Viral Video: ୟୁଟ୍ୟୁବର ତଥା କମେଡିଆନ୍ କାଳିଆ ଷଣ୍ତଙ୍କୁ ମିଷ୍ଟର ଗୁଲୁଆଙ୍କ ସହ ଏକାଧିକ କମେଡି ଶୋରେ ଦେଖବାକୁ ପାଇଥାଆନ୍ତି ଦର୍ଶକ। ତାଙ୍କ ସ୍ତ୍ରୀ-ଡେଜି ମଧ୍ୟ ଜଣେ ଆଗଧାଢିରେ ୟୁଟ୍ୟୁବର। ସୋସିଆଲ୍ ମିଡିଆରେ ସେ ଖୁବ୍ ଆକ୍ଟିଭ୍ ଥାଆନ୍ତି। ଲୋକଙ୍କୁ ହସାଇବା ଯଦିଓ ତାଙ୍କର କାମ ତଥାପି ଏହାରି ଭିତରେ କାଳିଆ ଷଣ୍ତଙ୍କ ସ୍ତ୍ରୀ- ମାଆଙ୍କ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link