Video: ଲବ ହାଁସଦାଙ୍କ ସହ ଏହି ଯୁବତୀ, ଭିଡିଓ ହେଉଛି ଭାଇରାଲ୍

Viral Video: ଲୋକପ୍ରିୟ ୟୁଟୁବର ଲବ ହାଁସଦାଙ୍କ ଭିଡିଓକୁ ସୋସିଆଲ ମିଡିଆରେ ଅନେକ ପ୍ରଶଂସା ମିଳିଥାଏ । ଦେଶରୁ ବିଦେଶ ସବୁଠି ଲବଙ୍କ କ୍ରେଜ୍ ରହିଛି । ତେବେ କେବଳ ବ୍ଲଗିଂ ନୁହେଁ ବରଂ ଲବ ଅନେକ ସମୟରେ ଗୀତରେ ରିଲ୍ ପ୍ରସ୍ତୁତ କରିଥାନ୍ତି । ଦେଖନ୍ତୁ ନିକଟରେ ଭାଇରାଲ୍ ହୋଇଥିବା ଏହି ରିଲ୍ ।

Recommended Videos