Viral Video: ମୁଁ ଟ୍ରାଭେଲର ବ୍ଲଗରେ ଦେଶ ବିଦେଶରୁ ଆପଣଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା ବ୍ଲଗର ଲବ ହାସଦାଙ୍କୁ ନିକଟରେ ଏକ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଥିଲା । ଗ୍ଲାମର ଗର୍ଲ ଡଲ୍ ଙ୍କ ସହ ଲବ ନୃତ୍ୟ ପରିବେଷଣ କରିଥିଲେ । ଲବ ଏବଂ ଡଲଙ୍କ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.