Video: ମ୍ୟୁଜିକ୍ ଭିଡିଓ ସୁଟିଂ ସେଟ୍ ରୁ ଇନଷ୍ଟା ଗର୍ଲ ତେଜୁଙ୍କ ଭିଡିଓ ଭାଇରାଲ୍

Viral Video: ଇନଷ୍ଟା ଗର୍ଲ ତେଜୁଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ପ୍ରଶଂସକମାନେ ତେଜୁଙ୍କ ଭିଡିଓରେ ଲାଇକ୍ ସହ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଥିବା ଦେଖିବାକୁ ମିଳିଥାଏ । ନିକଟରେ ତେଜୁଙ୍କ ଏହି ନୂଆ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ।

Recommended Videos