Mahodadhi Diwas: ପୁରୀର ସ୍ଵର୍ଣ୍ଣାଭ ଆଜି ବେଳାଭୂମିରେ ମହୋଦଧି ଦିବସ ଅବସରରେ ଦେଖିବାକୁ ମିଳିଛି ବିଭିନ୍ନ ପ୍ରକାରର ସାମୁଦ୍ରିକ କଳା କୌଶଳ ସହ ସାଂସ୍କୃତିକ ବିଚିତ୍ରା। ପୁରୀକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଏକ ରୋମାଞ୍ଚକର ଅନୁଭୂତି ପ୍ରଦାନ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ଏହା ବେଶ ଉତ୍ସାହ ପ୍ରଦାନ କରିଛି l ଏଥିରେ ସାମୁଦ୍ରିକ ଜଳ କ୍ରୀଡା ସମେତ ସହ ସାଂସ୍କୃତିକ ବିଚିତ୍ରା ପ୍ରଦର୍ଶିତ ହେବ । ସୁରକ୍ଷିତ ସମୁଦ୍ର ସ୍ନାନ ଓ ବେଳାଭୂମି ଆବର୍ଜନା ମୁକ୍ତ କରିବା ଉଦେଶ୍ୟ ରଖି ଏହି ଦିବସ ପାଳନ କରାଯାଉଥିବା ଆୟୋଜନର ମୁଳଲକ୍ଷ l ଆଜି ଡିସେମ୍ବର ୧୨ତାରିଖକୁ ମହୋଦଧି ଦିବସ ରୂପେ ପାଳନ କରି ଲୋକମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରଦାନ