Viral Video: ଓଡ଼ିଶା ପୋଲିସକୁ ଏପରି ଭାବେ ଧମକ ଦେଲେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର,ଭାଇରାଲ ହେଉଛି ଏହି ଭିଡିଓ...

Viral Video: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଧ୍ୟାନ ଦିଅନ୍ତୁ @DGPOdisha, @spnayagarh ତୁମେ ନୟାଗଡ ଜିଲ୍ଲାରୁ ଚାରି ଜଣ ବଙ୍ଗଳା ଭାଷାଭାଷୀ ଭାରତୀୟ ନାଗରିକଙ୍କୁ ବେଆଇନ ଭାବରେ ବହିଷ୍କାର କରିଛ କାରଣ ସେମାନେ ବଙ୍ଗାଳୀ ଥିଲେ। ବଙ୍ଗଳାରେ ଲକ୍ଷ ଲକ୍ଷ ଓଡ଼ିଆ ରୋଷେୟା, ମାଳି, ପ୍ଲମ୍ବର ଏବଂ ଅନ୍ୟାନ୍ୟ ଲୋକ କାମ କରୁଛନ୍ତି, ଯେଉଁମାନଙ୍କୁ ଆମେ ସମ୍ମାନର ସହିତ ବ୍ୟବହାର କରୁ। ତୁମର କାର୍ଯ୍ୟର ମୂଲ୍ୟ ତୁମେ ଦେବାକୁ ପଡିବ। ସାବଧାନ ରୁହନ୍ତୁ...

Recommended Videos