Viral Video: ଅଭିନେତା ମନୋଜ ମିଶ୍ରଙ୍କ ପ୍ରଥମ ସ୍ତ୍ରୀ ହେଉଛନ୍ତି ମାନା ମିଶ୍ର। ନିକଟ ଅତିତରେ ସେ ଅଭିନେତ୍ରୀ ମମତା ନନ୍ଦଙ୍କୁ ଦ୍ବିତୀୟ ବିବାହ କରିଥିଲେ। ତେବେ, ଏହାରି ଭିତରେ ମାନାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଦେଖନ୍ତୁ ...