Market Complex Roof Collapses: ଭଗ୍ନାବଶେଷ ତଳୁ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର। ଆଉ ୩/୪ ଜଣ ଫସି ରହିଥିବା ଆଶଙ୍କା। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି।