Viral Video: ସୁନ୍ଦରୀ ହେବା ହୋଇଗଲା ସମସ୍ୟା! କୁମ୍ଭମେଳା ଛାଡିବାକୁ ବାଧ୍ୟ ହେଲେ 'ଭାଇରାଲ ଗାର୍ଲ ମୋନାଲିସା'

Viral Girl Monalisa Video: ମହାକୁମ୍ଭ ମେଳାରେ ରୁଦ୍ରାକ୍ଷ ମାଳା ବିକ୍ରୀ କରୁଥିବା ଇନ୍ଦୋରର ଏହି ଝିଅ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛନ୍ତି। କଳା ରଙ୍ଗ ଏବଂ ସୁନ୍ଦର ଆଖି ଥିବା ଏହି ଝିଅଟିର ସୌନ୍ଦର୍ଯ୍ୟ ତାଙ୍କ ପାଇଁ ବର୍ତ୍ତନମାନ ସମସ୍ୟା ହୋଇପଡିଛି। ସେ ଯେଉଁଠାକୁ ଯାଉଛନ୍ତି ଲୋକମାନେ ତାଙ୍କ ସହ ଫଟୋ ଉଠାଇବା ଏବଂ ରିଲ୍ସ କରିବା ପାଇଁ ଭିଡ ଜମାଉଛନ୍ତି। ଏହି ଭିଡିଓ ରେ ଦେଖନ୍ତୁ ପୂରା ଘଟଣା।

Recommended Videos