Mr Gulua Video: ପତି-ପତ୍ନୀ କଳି ଭିତରେ ମିଷ୍ଟର ଗୁଲୁଆଙ୍କ ଆଉ ଏକ ଭିଡିଓ ଭାଇରାଲ...ଦେଖନ୍ତୁ

Mr Gulua Video: ଓଡ଼ିଶାରେ ଏବେ ଚର୍ଚ୍ଚାରେ ରହିଛି କମେଡିଆନ ଦମ୍ପତ୍ତି ମିଷ୍ଟର ଗୁଲୁଆ ଓ ତାଙ୍କ ପତ୍ନୀ ବର୍ଷାଙ୍କ ପାରିବାରିକ କଳି। ବାରମ୍ବାର ସୋସିଆଲ ମିଡିଆରେ ଉଭୟେ ନିଜ ନିଜ ଆକ୍ରୋଶକୁ ନେଇ ଭିଡିଓ ସେୟାର କରୁଛନ୍ତି । ତେବେ କିଛିଦିନ ହେଲା ଏଥିରେ ବ୍ରେକ୍ ଲାଗିଥିବା ବେଳେ କମେଡିଆନ ଗୁଲୁଆଙ୍କ ଏକ ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓଟି ଡିସେମ୍ବର ୨୨ ତାରିଖର ବୋଲି ଜଣାପଡିଛି। ଦେଖନ୍ତୁ ସେହି ଭାଇରାଲ ଭିଡିଓ...

Recommended Videos