)
Viral Video: ସୋସିଆଲ ମିଡିଆରେ ରିଲ୍ସ କରି ଲୋକପ୍ରିୟତା ହାସଲ କରିଥିବା ଆରାଧ୍ୟା ସେନାପତି ଅନେକ ମ୍ୟୁଜିକ ଭିଡିଓରେ ଅଭିନୟ କରିସାରିଛନ୍ତି । ତେବେ ଆରାଧ୍ୟାଙ୍କ ନୃତ୍ୟରେ ଥାଏ ବେଶ୍ ନିଆରାପଣ ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ କମେଣ୍ଟବକ୍ସରେ ଅନେକ ସକରାତ୍ମକ ପ୍ରତିକ୍ରିୟା ଦେଇଥାନ୍ତି । ତେବେ ନିକଟରେ ଆରାଧ୍ୟା ସନ୍ଧ୍ୟା ସମୟରେ ରାସ୍ତାରେ ସୁଟ୍ କରିଥିବା ଏହି ରିଲ୍ସଟି ଖୁବ ଭାଇରାଲ୍ ହେବାରେ ଲାଗିଛି ।






























Thank you

By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.
)
)
)
)
)
)
)
)
)
)