Published: Sep 20, 2025, 08:52 PM IST|Updated: Sep 20, 2025, 08:52 PM IST
Cuttack Durga Puja: ତାରକସିର ସହର ‘କଟକ’ରେ ପୁଣି ଚମକିମ ମା’ ଦୁର୍ଗାଙ୍କ ଚାନ୍ଦିମେଢ଼। ମନଲୋଭା ମେଢ଼ରେ ମା’ଙ୍କ ପୂଜାର୍ଚ୍ଚନା ହେବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଟକରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖ ଠାରୁ ଦୁର୍ଗାପୂଜା ଆରମ୍ଭ ହେବ। ଅକ୍ଟୋବର ୩ ତାରିଖରେ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା । ତେବେ ସହରରେ ଏବେ ଦଶହରାର ମାହୋଲ, ଆଲମ୍ ଚାନ୍ଦ ବଜାରରେ ମୁସଲମାନ ପରିବାର ତିଆରି କରୁଛନ୍ତି ଦଶହରା ଲାଗି ଆକର୍ଷଣୀୟ ମେଢ଼। ଆପଣ ବି ଦେଖନ୍ତୁ ଭିଡିଓ...