National Award for Pushkara Video: ୭୧ତମ ନ୍ୟାସନାଲ୍ ଆୱାର୍ଡ ଜିତିଲା ସବ୍ୟସାଚ୍ଚୀଙ୍କ ଫିଲ୍ମ 'ପୁଷ୍କରା', ଦେଖନ୍ତୁ ଏହି ଭିଡିଓ...

National Award for Pushkara Video: ୭୧ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ 'ପୁଷ୍କରା' ପୁରସ୍କୃତ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନର 'ପୁଷ୍କରା'କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବରେ ସମ୍ମାନିତ କରାଯାଇଛି। ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Recommended Videos