Viral Video: ଅଭିନେତା ଅନୁଭବ ମହାନ୍ତିଙ୍କ ଦ୍ବିତୀୟ ସ୍ତ୍ରୀ ହେଉଛନ୍ତି ଜାଗ୍ରୃତି ଶୁକ୍ଲା। ନିକଟରେ ଦିଲ୍ଲୀରେ ବେଶ୍ ଧୁମ୍-ଧାମ୍ ରେ ବିବାହ ହୋଇଥିଲା। ତେବେ, ଏହାରି ଭିତରେ ଜାଗ୍ରୃତିଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ବିବାହ ପରେ କାହା ସହ ଟ୍ରିପ୍-ରେ ଗଲେ ଜାଗ୍ରୃତି....