)
Anuradha Panigrahi: ରାଜ୍ୟରେ ଚାରିଧାମ ଫିଲ୍ମ ଧୁମ ମଚାଉଛି । ଆଉ ଏଥିରେ ଅଭିନୟ କରିଥିବା ଡାକ୍ତର ତଥା ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀ ଏବେ ବେଶ୍ ଚର୍ଚ୍ଚାରେ । ଅଭିନେତ୍ରୀ ଜଣକ ସୁନ୍ଦରୀ ସହ ଖୁବ୍ ଟ୍ୟାଲେଣ୍ଟେଡ୍। କେବଳ ଯେ ଡାକ୍ତର ନୁହଁନ୍ତି ସେ ଭଲ ଗୀତ ମଧ୍ୟ ଗାଆନ୍ତି। ତେବେ ନିଜର ସବୁ ପୋଷ୍ଟ ସେ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ତେବେ ଏହି ଅଭିନେତ୍ରୀଙ୍କ ପ୍ରତିଟି ଭିଡିଓକୁ ଫ୍ୟାନ୍ସ ମାନେ ଖୁବ୍ ପ୍ରଂଶସା କରୁଛନ୍ତି । ସେପଟେ ଅନୁଭବ ଓ ଅନୁରାଧାଙ୍କ ଅଭିନୀତ ଏହି ଚାରିଧାମ ଫିଲ୍ମଟି ଖୁବ୍ ଇନକମ କରିବାରେ ଲାଗିଛି।