)
Actress Debasmita Panda Video: ଓଡ଼ିଆ ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କୁ ଅନେକ ଓଡ଼ିଆ ଧାରାବାହିକରେ ଆପଣ ଦେଖିଥିବେ। ସେ ତାଙ୍କ ଅଭିନୟର ଆରମ୍ଭ ରଘୁପତି ରାଘବ ରାଜାରାମ ଚଳଚ୍ଚିତ୍ରରୁ ହୋଇଥିଲା। ଏବେ ଓଡ଼ିଆ ଦର୍ଶକ ତାଙ୍କୁ ଡାନ୍ସ ଓଡ଼ିଶା ଡାନ୍ସ ରିଆଲିଟି ସୋ' ରେ ଦେଖିଥିବେ। ଏବେ ଦେଖନ୍ତୁ ତାଙ୍କରେ ଏହି ଭିଡିଓ...