Lipi Mohapatra Video: ବଲିଉଡ ଗୀତରେ ଠୁମକା ଲଗାଇଲେ ଅଭିନେତ୍ରୀ ଲିପି...ଭାଇରାଲ ହେଲା ଭିଡିଓ

Lipi Mohapatra Video: ବଲିଉଡ ଗୀତରେ ଠୁମକା ଲଗାଇଲେ ଅଭିନେତ୍ରୀ ଲିପି...ଭାଇରାଲ ହେଲା ଭିଡିଓ । ଓଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ଚୁଲବୁଲି ନାୟିକା ହେଲେ ଲିପି। ନିଜ କହିବା ଅନ୍ଦାଜ ହଉ ବା ନିଜର ଠାଣି ରେ ଫ୍ୟାନ୍ସଙ୍କୁ ଖୁବ୍ ଇମ୍ପ୍ରେସ କରିଥାନ୍ତି ଲିପି। ତେବେ ଜୀ ସାର୍ଥକ ର ରଜ କ୍ୱିନ ଗ୍ରାଣ୍ଡ ଫିନାଲେ ଷ୍ଟେଜରୁ ଭାଇରାଲ ହୋଇଛି ଲିପିଙ୍କ ଏହି ଜବରଦସ୍ତ ଡ୍ୟାନ୍ସ। ବଲିଉଡ ଗୀତରେ ଜୋରଦାର ଠୁମକା ଲଗାଇଛନ୍ତି ଅଭିନେତ୍ରୀ ଲିପି । ଆଉ ତାଙ୍କର ଏହି ଡ୍ୟାନ୍ସକୁ ଖୁବ୍ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ।

Recommended Videos