Viral Video: ଓଡି଼ଆ ଅଭିନେତ୍ରୀ ଲିପି ମହାପାତ୍ରା। ଏକାଧିକ ଓଡି଼ଆ ଆଲବମ୍ ରେ ତାଙ୍କୁ ଦେଖିବାକୁ ମିଳେ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ରୁମ୍ ଭିତରକୁ ନିଜ ଘରର ପୋଷା କୁକୁର ସହ ଭାଇରାଲ୍ ହୋଇଛି। ଦେଖନ୍ତୁ...