Mamta Nanda Video: ଭାଇରାଲ ହେଲା ମମତା ନନ୍ଦ ଓ ମନୋଜ ମିଶ୍ରଙ୍କ ଆଉ ଏକ ଭିଡିଓ

Mamta Nanda Video: ଓଲିଉଡ ଅଭିନେତ୍ରୀ ମମତା ନନ୍ଦ ଓ ଅଭିନେତା ମନୋଜ ମିଶ୍ର ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି ତାଠୁ ଅଧିକ ନିଜର ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ବେଶ୍ ଚର୍ଚ୍ଚାରେ କରିଥାନ୍ତି ଉଭୟେ । ମନୋଜ ମିଶ୍ରଙ୍କ ଅଭିନୀତ ଫିଲ୍ମ ମାଇଣ୍ଡ ଗେମ୍ କୁ ନେଇ ମଧ୍ୟ ଉଭେୟ ଏକ ଭିଡିଓ ସେୟାର କରିଛନ୍ତି । ଦେଖନ୍ତୁ ସେହି ଭାଇରାଲ ଭିଡିଓ...

Recommended Videos