)
Mamta Nanda Video: ମନୋଜ ମିଶ୍ର ଓ ମମତା ନନ୍ଦଙ୍କ ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ରାସ୍ତାରେ ଯିବା ବେଳେ ଏକ ବିଲ ସମ୍ପର୍କରେ କହୁଥିବା ବେଳେ ମାଇଣ୍ଡ ଗେମର ଫିଲ୍ମକୁ ନେଇ ମଧ୍ୟ କହିଛନ୍ତି ଅଭିନେତା ମନୋଜ ମିଶ୍ର । ଏହି ଭିଡିଓରେ ମମତା ନନ୍ଦ ଅର୍ଥାତ୍ ତାଙ୍କ ପତ୍ନୀ ମଜାରେ ମଜାରେ ଏକ ଛୋଟକାଟିଆ ସାକ୍ଷାତକାରଟେ ନେଇଛନ୍ତି ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ବି ଦେଖନ୍ତୁ ସେହି ଭିଡିଓ...