Actress Mithi Video: ଓଡ଼ିଆ ଅଭିନେତ୍ରୀ ମିଠି କଳା ଜଗତ ଛାଡ଼ିବା ପରେ ମଧ୍ୟ ଏବେ ସେ ସମସ୍ତ ଓଡ଼ିଆ ଦର୍ଶକଙ୍କ ମନରେ ରହିଛନ୍ତି। ସେ ପ୍ରଥମେ ଆଲବମ ଅଭିନେତ୍ରୀ ତାପରେ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ମିଠି ବିବାହ ପରେ ଏବେ ତାଙ୍କ ସ୍ବାମୀଙ୍କ ଓ ପୁଅ ସହ ବେଙ୍ଗାଲୁରୁରେ ରହୁଛନ୍ତି। ସିନେ ଜଗତରୁ ଦୂରରେ ଥିଲେ ହେଁ ମିଠି ସୋସିଆଲ ମିଡ଼ିଆରେ ବେଶ୍ ଆକ୍ଟିଭ ଥାଆନ୍ତି। ତେବେ ଦେଖନ୍ତୁ ତାଙ୍କର ଏହି ସୁନ୍ଦର ଭିଡିଓ..