Actress Nikita Mishra Video: ଅଭିନେତ୍ରୀ ଝିଲ୍ଲି ଅର୍ଥାତ୍ ନିକିତା ମିଶ୍ର ନିଜ ଅଭିନୟକୁ ନେଇ ଖୁବ୍ ଚର୍ଚ୍ଚାରେ ଥାଆନ୍ତି। ଦର୍ଶକମାନେ ତାଙ୍କୁ ଖୁବ୍ ପସନ୍ଦ କରନ୍ତି। ଦେଖନ୍ତୁ ତାଙ୍କର ଏହି ଭିଡିଓ ଯାହା ସେୟାର କରିଛନ୍ତି ଅଭିନେତ୍ରୀ ନିକିତା ମିଶ୍ର।